ଦୁର୍ଗ

 ଦୁର୍ଗ - ଡ଼ଃ ଆଶୁତୋଷ ଚୌଧୁରୀ

ଦୁର୍ଗ - ଡ଼ଃ ଆଶୁତୋଷ ଚୌଧୁରୀ


ଯଦିଓ ସବୁବେଳେ ସାଗର ବେଳାଭୂମିକୁ ତୁମେ

ମୁଁ ଯାଇ ନଥିଲି ତୁମ ପାଖକୁ, ଆସିଥିଲ ତୁମେ।। 


କେବେହେଲେ ତୁମକୁ କହିନାହିଁ ଅପମାନ କଥା 

କୌଣସି ଭୁଲ ନଥାଇ ବି ନୁଆଁଇ ରଖିଛି ମଥା।। 


ଚେଷ୍ଟା କରିଛି ସର୍ବଦା ଯୋଡିବାକୁ ସମ୍ପର୍କ ଡୋର

ଯୁକ୍ତି କରିନି କହି ସେଇଟା ତୋର ଏଇଟା ମୋର।। 


ଗଢିବାକୁ ଚାହିଁଛି ମୁଁ ପ୍ରେମରେ ଭରା ଭିନ୍ନ ସ୍ବର୍ଗ 

ତୁମେ କିନ୍ତୁ ଆଜି ବି ବନ୍ଦ ରଖିଛ ଭୟର ଦୁର୍ଗ।। 





Post a Comment

Post a Comment (0)

Previous Post Next Post