ଶୁଭଦୃଷ୍ଟି ମୌସୁମୀ ଅର୍ଘ୍ୟ
ଜୁନ୍ ୨୦୨୦ : ତୃତୀୟ ସଂସ୍କରଣ
ଶୁଭଦୃଷ୍ଟି ଇ-ପତ୍ରିକାର ତୃତୀୟ ସଂସ୍କରଣକୁ ପଢ଼ିବା ତଥା ଡାଉନଲୋଡ କରିବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ।
ଏହା ପୂର୍ବରୁ ଆମେ ଆପଣଙ୍କୁ ଅନୁରୋଧ କରିବୁ ଯେ ଆପଣ ଆମର ଏହି ପତ୍ରିକା ବିଷୟରେ ନିଜ ବନ୍ଧୁ, ପରିଜନଙ୍କୁ ଜଣାଇବାରେ ଆମର ସହାୟତା କରନ୍ତୁ। ଆପଣଙ୍କ ଫେସବୁକ, ଟ୍ବିଟର୍, କିମ୍ବା ଅନ୍ୟ ଯେକୌଣସି ସାମାଜିକ ମାଧ୍ୟମରେ ଥିବା ସଦସ୍ୟତାକୁ ବ୍ୟବହାର କରି ଆମର ଏହି ଭାଷା ଓ ସାହିତ୍ୟ ଆନ୍ଦୋଳନକୁ ଆଗକୁ ନେବାରେ ଆମର ସହାୟତା କରନ୍ତୁ।
Ati Sunder
ReplyDeleteମୋ ଲେଖାଟିକୁ ଆପଣଙ୍କ ସଂକଳନ ରେ ସ୍ଥାନ ଦେଇଥିବାରୁ ସମ୍ପାଦନା ମଣ୍ଡଳୀଙ୍କୁ ଅଜସ୍ର ଶୁଭେଚ୍ଛା💐💐
ReplyDeletePost a Comment