ଅମୃତ ସନ୍ତାନ
ଓଡ଼ିଆ ସାହିତ୍ୟାକାଶ ର ଅନନ୍ୟ ବିଭବ
୧୯୧୪ ଅପ୍ରେଲ ୨୦ ରେ କଲ ଜନ୍ମଲାଭ।
୧୯୧୪ ଅପ୍ରେଲ ୨୦ ରେ କଲ ଜନ୍ମଲାଭ।
ରେଭେନ୍ସା ଓ ପାଟଣା ବିଶ୍ବବିଦ୍ୟାଳୟେ ଛାତ୍ର ଜୀବନ
ସମ୍ପୂର୍ଣ୍ଣ କଲ ଏମ୍ ଏ ଯାଏଁ କରି ଅଧ୍ୟୟନ।
ସମ୍ପୂର୍ଣ୍ଣ କଲ ଏମ୍ ଏ ଯାଏଁ କରି ଅଧ୍ୟୟନ।
୧୯୩୮ ପ୍ରଶାସନିକ ସେବା ଯୋଗଦାନ
କରି ନିରୀକ୍ଷଣ କଲ ଆଦିବାସୀ ଜୀବନଯାପନ।
କରି ନିରୀକ୍ଷଣ କଲ ଆଦିବାସୀ ଜୀବନଯାପନ।
ସାହିତ୍ୟ ମାଧ୍ୟମେ ଜନଜୀବନ ଚିତ୍ରଣ
ସହିତ କରିଥିଲ ଅନେକ ସମସ୍ୟା ର ଉପସ୍ଥାପନ।
ସହିତ କରିଥିଲ ଅନେକ ସମସ୍ୟା ର ଉପସ୍ଥାପନ।
ତୁମର ସୃଷ୍ଟି ରେ ଥିଲା ଓଡ଼ିଆ ଚଳଣି
ସାଧାରଣ ଭାଷା,ପାହାଡ଼ି ଓ ସମତଳ ଜୀବନ କାହାଣୀ।
ସାଧାରଣ ଭାଷା,ପାହାଡ଼ି ଓ ସମତଳ ଜୀବନ କାହାଣୀ।
୨୯ ବୟସରେ ପରଜା ରଚିଲେ
୪ ବର୍ଷ ଅନ୍ତେ ଅମୃତ ସନ୍ତାନ ଗଢିଲ।
୪ ବର୍ଷ ଅନ୍ତେ ଅମୃତ ସନ୍ତାନ ଗଢିଲ।
୨୪ଉପନ୍ୟାସ, ୩ ନାଟକ ଓ ୨ ଆତ୍ମଜୀବନୀ
୧୦ କ୍ଷୁଦ୍ରଗଳ୍ପ, ୨ ନିବନ୍ଧ ର ସୃଷ୍ଟିକର୍ତ୍ତା ତୁମର ଲେଖନୀ।
୧୦ କ୍ଷୁଦ୍ରଗଳ୍ପ, ୨ ନିବନ୍ଧ ର ସୃଷ୍ଟିକର୍ତ୍ତା ତୁମର ଲେଖନୀ।
୧୯୫୫ ସାହିତ୍ୟ ଏକାଡେମୀ ପୁରସ୍କାର
୧୯୭୩ ଜ୍ଞାନପୀଠ ଆଣିଦେଲ ଓଡିଶା କୁ ପ୍ରଥମ ଥର।
୧୯୭୩ ଜ୍ଞାନପୀଠ ଆଣିଦେଲ ଓଡିଶା କୁ ପ୍ରଥମ ଥର।
୧୯୮୧ ମସିହାରେ ପଦ୍ମବିଭୂଷଣ
ତବ ସାହିତ୍ୟ ସାଧନା ର ଦିଅଇ ପ୍ରମାଣ।
ତବ ସାହିତ୍ୟ ସାଧନା ର ଦିଅଇ ପ୍ରମାଣ।
୧୯୬୯ ପ୍ରଶାସନିକ ସେବା ରୁ ଅବସରପ୍ରାପ୍ତ
ଦୁଇବର୍ଷ ଉତ୍କଳ ବିଶ୍ବବିଦ୍ୟାଳୟେ ହେଲ କାର୍ଯ୍ୟରତ।
ଦୁଇବର୍ଷ ଉତ୍କଳ ବିଶ୍ବବିଦ୍ୟାଳୟେ ହେଲ କାର୍ଯ୍ୟରତ।
୧୯୮୬ ଆମେରିକା ସାନ ଜୋସ ବିଶ୍ବବିଦ୍ୟାଳୟେ
ଯୋଗ ଦେଲ ସାମାଜିକ ବିଜ୍ଞାନ ପ୍ରାଧ୍ୟାପକ ଭାବେ।
ଯୋଗ ଦେଲ ସାମାଜିକ ବିଜ୍ଞାନ ପ୍ରାଧ୍ୟାପକ ଭାବେ।
୨୦ ଅଗଷ୍ଟ ୧୯୯୧ ରେ ସାହିତ୍ୟାକାଶର ଉଜ୍ଜ୍ୱଳ ତାରକା
ଛାଡି ଚାଲିଗଲ କରି ସମସ୍ତଙ୍କୁ ଏକା।
ଛାଡି ଚାଲିଗଲ କରି ସମସ୍ତଙ୍କୁ ଏକା।
ଲେଖନୀ ମାଧ୍ୟମେ ଶ୍ରଦ୍ଧାଞ୍ଜଳି ଭକ୍ତିପୂତ
ଝୁରୁଛି ଓଡ଼ିଆ ସାହିତ୍ୟ ହେ ଗୋପୀନାଥ।
ଝୁରୁଛି ଓଡ଼ିଆ ସାହିତ୍ୟ ହେ ଗୋପୀନାଥ।
A P ଶୁଭକାନ୍ତ
୮୨୮୦୧୩୦୬୦୫
୮୨୮୦୧୩୦୬୦୫
ସହାୟତା
Wikipedia
Bhubaneswar Buzz
Wikipedia
Bhubaneswar Buzz
0 Comments