କାର୍ଗିଲ ବିଜୟ ଦିବସ

କାର୍ଗିଲ ବିଜୟ ଦିବସ - ନିଲେଶ କୁମାର ଭୋଇ

ମନେପଡିଯାଏ କାର୍ଗିଲ ଯୁଦ୍ଧ'ର  ଭାରତ ସେନା'ର ବିରତ୍ୱ ଅଭୁଲା କାହାଣୀ    
ଅନୁପ୍ରବେଶ କାରୀ ପାକିସ୍ତାନ ସେନା ଯୁଦ୍ଧଆମନ୍ତ୍ରଣ କରିଥିଲା ଲୁଚିଛପି ପୁଣି,   
ହିମାଳୟ'ର ସୁଉଚ୍ଚ ଗିରିସୃଙ୍ଗେ   
ଥିଲା ଶତ୍ରୁ ଦେଶର ସେନା ଛାଉଣୀ  
ଭାରତ ମା ର ବୀର ଯବାନ ତୋପମାଡରେ ପ୍ରମାଦ ଗଣିଲା ଇସିଲାମୀ ସେନା ପୁଣି   
ଇସ୍ରାଏଲ ଦେଶ ର ସହଯୋଗ କୁ  ଭୁଲିହେବ ନାହିଁ ସେ'ଅଟେ ଆମର ବନ୍ଧୁ, ଭ୍ରାତା ଦେଶ 
ତାଙ୍କରି ସହଯୋଗିତାରେ ପାକିସ୍ତାନ ସେନା ହୋଇ ଗଲେ କେତେଯେ ବିନାଶ  
ପାକିସ୍ତାନକୁ ସହଯୋଗ କରୁଥିଲା ଇସଲାମୀ ଇଣ୍ଡୋନେସିଆ 
ଇସ୍ରାଏଲ ଦେଶର ବିରତ୍ୱ ଭୟରେ ଇଣ୍ଡୋନେସିଆ ମାଗିନେଲା ପ୍ରାଣ ଭିକ୍ଷା  
ଜୟରାମ ସିଂହ ଙ୍କ  ନେତୃତ୍ୱରେ ଭାରତସେନା କାର୍ଗିଲ ଯୁଦ୍ଧ ଜିଣିଲା 
ହିମାଳୟ ଶୀରେ ଭାରତ ମାଁ ର 
ତ୍ରିରଙ୍ଗାବାନା ଫରଫର ହେଇ ଉଡିଲା  
ଏହି ପବିତ୍ର ଜନ୍ମଭୂମିର ସୁରକ୍ଷା ନେବାରେ, ଆସ ମୋ ପ୍ରିୟ ଭଉଣୀ ଭାଇ 
ବୀରତ୍ବର ଗାଥା ଇତିହାସ ଗାନ  କରେ, ଏହି ମୋ ପବିତ୍ର ଭାରତ ଭୂଇଁ 

Post a Comment

Post a Comment (0)

Previous Post Next Post