ଶୁଭଦୃଷ୍ଟି (ପ୍ରଣୟ ଅର୍ଘ୍ୟ)

Valentine day ତଥା ପ୍ରେମ ଦିବସ ଉପଲକ୍ଷେ ପ୍ରକାଶିତ ଇ- ପତ୍ରିକା ଶୁଭଦୃଷ୍ଟି (ପ୍ରଣୟ ଅର୍ଘ୍ୟ)

ଶୁଭଦୃଷ୍ଟି ଇ-ପତ୍ରିକାର ଏହି ସଂସ୍କରଣକୁ ପଢ଼ିବା ତଥା ଡାଉନଲୋଡ କରିବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ। 



 
ଶୁଭଦୃଷ୍ଟି (ପ୍ରଣୟ ଅର୍ଘ୍ୟ)
 
 

ଏହା ପୂର୍ବରୁ ଆମେ ଆପଣଙ୍କୁ ଅନୁରୋଧ କରିବୁ ଯେ ଆପଣ ଆମର ଏହି ପତ୍ରିକା ବିଷୟରେ ନିଜ ବନ୍ଧୁ, ପରିଜନଙ୍କୁ ଜଣାଇବାରେ ଆମର ସହାୟତା କରନ୍ତୁ। ଆପଣଙ୍କ ଫେସବୁକ, ଟ୍ବିଟର୍, କିମ୍ବା ଅନ୍ୟ ଯେକୌଣସି ସାମାଜିକ ମାଧ୍ୟମରେ ଥିବା ସଦସ୍ୟତାକୁ ବ୍ୟବହାର କରି ଆମର ଏହି ଭାଷା ଓ ସାହିତ୍ୟ ଆନ୍ଦୋଳନକୁ ଆଗକୁ ନେବାରେ ଆମର ସହାୟତା କରନ୍ତୁ। 




8 Comments

  1. ଓଡ଼ିଆଭାଷାରେ କବିତା ଓ ଗଳ୍ପ ଲୋକମାନଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ କୁ ମୁଁ ସାଧୁବାଦ୍ ଜଣାଉଛି।

    ReplyDelete
  2. ଓଡ଼ିଆ ଭାଷାକୁ ଘରେ ଘରେ ପାଠକ ପାଠିକା ମାନଙ୍କ ପାଖକୁ ପହଞ୍ଚାଇବାର ଏକ ବଳିଷ୍ଠ ଅଭିନ୍ନ ପ୍ରୟାସ ।

    ReplyDelete
  3. Too much thanks. Your effort must be fruitful by the grace of Lord jagannath

    ReplyDelete
  4. ବହୁତ ଭଲ ପ୍ରୟାସ।ପଢିକି ମୁଗ୍ଧହେଲି

    ReplyDelete

Post a Comment

Post a Comment

Previous Post Next Post
Free Shubhdristi App Download Now