ନାରୀ

ନାରୀ
ଫୁଲ ପରି କୋମଳ ନାରୀ
କଣ୍ଟା ପରି କଠୋର ନାରୀ
ସ୍ନେହ ମମତାର ମୂର୍ତ୍ତି ନାରୀ
ଦୁଃଖ ଆପଣେଇ ଖୁସି ବାଣ୍ଟେ ନାରୀ
ମା ସ୍ତ୍ରୀ ଓ ଭଉଣୀ ରୂପରେ ପାଖେ ଥାଏ ନାରୀ
ଈଶ୍ବର ଙ୍କ ର ଅନନ୍ୟ ରୂପ ନାରୀ
ତଥାପି
ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷରତ ନାରୀ

Post a Comment

Post a Comment (0)

Previous Post Next Post
Free Shubhdristi App Download Now