ଉତ୍କଳ ଦିବସ

   ଉତ୍କଳ ଦିବସ - ପ୍ରଶାନ୍ତ କୁମାର ସାହୁ


ନାମ ଯାହାର ଉତ୍କଳ 
           ରହିଛି ଆଜି ବି ଯିଏ ଅବିଚଳ
       ଇତିହାସ କହେ
 ଓଡିଶାର କଥା 
          ଓଡିଆର କଥା
 ଆମ ଜନ୍ମ ମାଟିର କଥା
          ଚାରୁହାସ୍ୟମୟୀ ଏ ମାଟି
ପୁଣ୍ୟଭୂମି ଆମର ଏ ଓଡିଶା
          କଳା ସଂସ୍କୃତିରେ ପରିପୂର୍ଣ ଏ ମାଟି
ସାଗର ଯାହାର ଚରଣ ଧୂଏ
               ଜଗନ୍ନାଥଙ୍କ ଦେଶ ସିଏ
କେତେ ଯେ ମହାପୁରୁଷଙ୍କ ଗାଥା କହେ 
                ଏଇ ଆମ ମାଟି ଆମ ଜନମ ମାଟି
 ଆମ ସଭିଙ୍କ ପ୍ରିୟ ଓଡିଶା
          ଆମ ସଭିଙ୍କ ପ୍ରାଣ ଓଡିଶା

ପ୍ରଶାନ୍ତ କୁମାର ସାହୁ

Post a Comment

Post a Comment (0)

Previous Post Next Post