"ତୁ"



ହୃଦୟ ମୋର
ଭାବନା ମୋର
ତା ସହ ଖେଳୁଛୁ କାଇଁ ତୁ!

ନିଦ ମୋର
ସ୍ବପ୍ନ ମୋର
ସେଥିରେ ଆସୁଛୁ କାଇଁ ତୁ!

ପରିଶ୍ରମ ମୋର
ସଫଳତା ମୋର
କାରଣ ସାଜିଛୁ ତୁ!

ଦୁଃଖ ମୋର
ସୁଖ ମୋର
ସହୁଛୁ କାଇଁ ତୁ!

ଖୁସି ମୋର
ସୁଖ ମୋର
ତାକୁ ବଢ଼ାଉଛୁ କାଇଁ ତୁ!

ନିଶ୍ୱାସ ମୋର
ଜୀବନ ମୋର
ବଞ୍ଚିବାର ଆଧାର ସାଜିଛୁ ତୁ!

✍️ଶୁଭଦୃଷ୍ଟି

Post a Comment

Post a Comment (0)

Previous Post Next Post